ବାବା ସାହେବ ଆମ୍ବେଡକର ସତାରା ସ୍ଥିତ ପ୍ରତାପ ସିଂ ବିଦ୍ୟାଳୟ କୁ ପ୍ରଥମ କରି ପାଦ ଦେବାକ୍ଷଣି ଜାତିବାଦ ର ଶୀକାର ହେବା ସହିତ ସମଗ୍ର ଜୀବନକାଳରେ ମଧ୍ୟ ଜାତୀବାଦ କୁ ସେ ସାମ୍ନା କଲେ । ମାତ୍ର ସେ କୋଉଠି ବି ଭାଙ୍ଗିପଡିଲେ ନାହିଂ କି ଆତ୍ମହତ୍ୟା କଲେ ନାହିଂ .ବରଂ ନିଜର ଶିକ୍ଷା କୁ ଅସ୍ତ କରି ସଂଘର୍ଷ କରିଚାଲିଲେ । ନିଜ ସମାଜ କୁ ଆହ୍ଵାନ କଲେ ......ପଢିବା ଶିଖ ଏବଂ ଜାତିବାଦ ବିରୋଧରେ
ଲଢ଼ିବା ଶିଖ ।
ଫୁଲନଦେବୀ ଙ୍କ ସହିତ ଜାତିବାଦ ଓ ଗଣବଳତ୍କାର ର କଳଙ୍କ
ଜୋଡିହେଇଥିଲା । ମାତ୍ର ଫୁଲନଦେବୀ ଆତ୍ମହତ୍ୟା କଲେନାହିଂ, ବରଂ ଲଢେଇ କରିବାର ଓ ପ୍ରତିଶୋଧ ନେବାର ସଂକଳ୍ପ ନେଲେ ।ସମୟ ଓ ସୁଯୋଗ ଆଶିବା କ୍ଷଣି ସମସ୍ତ ବଳତ୍କାରୀ ୨୨ଜଣ ବଳତ୍କାରୀ ସବର୍ଣ୍ଣ ଠାକୁର ମାନଙ୍କୁ ସାମ୍ନା ରୁ ଗୁଳିମାରି ହତ୍ୟା କଲେ । ବାହାମାଇ ମାଟି ରୁ ସେହିସବୁ ପାପୀ ମାନଙ୍କର ରକ୍ତ ର ଦାଗ ଏବେବି ଲିଭିନାହିଂ ।
ହାଇଦ୍ରାବାଦ ବିଶ୍ବବିଦ୍ୟାଳୟ ର ଛାତ୍ର ରୋହିତ ଭେମୁଲା କେବଳ ଉଚ୍ଚଶିକ୍ଷିତ ନଥିଲେ ବରଂ ଜଣେ ଆମ୍ବେଡକରବାଦୀ ମଧ୍ୟ ଥିଲେ ।ସେହି ଦୃଷ୍ଟିକୋଣରୁ ସେ ଯଥେଷ୍ଟ ସଚେତନ ଓ ମାନସିକ ଶକ୍ତିଶାଳି ରହିବା କଥା ମାତ୍ର ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିବା ର ନଥିଲା ବରଂ ସମୟ ଓ ସୁଯୋଗ କୁ ଅପେକ୍ଷା କରିବା ଉଚିତ ହୋଇଥାନ୍ତା। ନିଜପ୍ରତି ଓ ସମାଜପ୍ରତି ହେଉଥିବା ଅନ୍ୟାୟ ର ପ୍ରତିଶୋଧ ନେବା ପାଇଁ ଠିକ୍ ସମୟର ଅପେକ୍ଷା କରିବାର ଥିଲା।
Comments
Post a Comment