ହିନ୍ଦୁତ୍ୱର Agenda ନେଇ ହିଁ BJP ଶାସନକୁ ଆସିଥିଳା। ଥରେ ନୁହେଁ କ୍ରମାଗତ ଦୁଇଥର BJP ଶାସନକୁ ଆସିଲା କାରଣ RSS BJP ଓ ଅନ୍ଯାନ୍ଯ ହିନ୍ଦୁବାଦୀ ବିଚାରଧାରାର ହଜାରହଜାର ସଂଗଠନ ହେଲେ ମଧ୍ଯ ତାଙ୍କ ବିଚାରଧାରା ଏକ୍ ଉଦ୍ଦେଶ୍ଯ ଏକ୍।ସେମାନ ଦେଶର ଅର୍ଥନୈତିକ ମେରୁଦଣ୍ଡ,ପ୍ରଶାସନ,ଶାସନ,ବିରୋଧି,ନ୍ୟାୟପାଳିକ,କାର୍ଯ୍ୟପାଳିକା,ଗଣମାଧ୍ୟମ,ବହୁମତ ସେମାନଙ୍କ ତ ସେମାନେ ରାମଙ୍କ ମନ୍ଦିର କଣ ସମସ୍ତ ଦେବତାଙ୍କ ମନ୍ଦିର ତିଆରି କରିବେ ଓ କେହି ତାଙ୍କୁ ଅଟକାଇ ପାରିବେ ନାହିଁ। ମୁ ବହୁଜନ କଥା କହିବି ନାହିଁ।ବହୁଜନ କେଉଁଠି? ପ୍ରତିଦିନ ଅଛୁଆଁ ସମାଜର ପ୍ରତି ହେଉଥିବା ବିଭିନ୍ନ ପ୍ରକାର ଶୋଷଣର ପ୍ରତିବାଦରେ ସେହି OBC ST SC(ଛୁଆଁ) ମାନଙ୍କ ସହିତ ଳଢ଼େଇ କରି ପୁଣି ବହୁଜନ ସମାଜର ପରିକଳ୍ପନା ବହୁଜନ ମାନଙ୍କ ରାଜନିତୀ କଥା କହିବାର କିଛି ଅର୍ଥ ଅଛି ?ବହୁ ସଂଖ୍ୟକ OBC ତ ତୁମ ବିଚାରଧାରାର ବିପରିତ ତେବେ ତୁମ voter କିଏ ? କାହାକୁ ନେଇ ସତ୍ତାର ପରିକଳ୍ପନା ?କିପରି ସମ୍ଭବ? ଜୟ ଭୀମ୍ ନମୋ ବୁଦ୍ଧାୟ କହୁଥିବା ଅଧିକାଂଶ ବୌଦ୍ଧ ନୁହଁନ୍ତି।କେବଳ ସାମାଜିକ ଗଣମାଧ୍ୟମରେ ଆମେ ଦେଖାଣିଆ ବୌଦ୍ଧ। କିଏ ମଦୁଆ କିଏ ଠକ ତ କିଏ ବ୍ୟଭଚାରୀ , କେତକଙ୍କ ପାଇଁ ଆମ୍ବେଦକରବାଦ କେବଳ ଲୋକପ୍ରିୟତା ଓ ଆମଦାନୀର ମାଧ୍ୟମ। BSP ASP API BMP ,BHIM ARMY ,BHIM SENA,RBM,SSA,MSYF,BSYF....ହଜାର ହଜାର ସଂଗଠନ l ରା...