ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ ଇତିହାସ ରୁ ଜଣା ଯାଏ ବ୍ରାହ୍ମଣ, ମୋଗଲ, ଇଂରେଜ, ପର୍ତ୍ତୁଗୀଜ, ଇତ୍ୟାଦି ବିଦେଶୀ , ସେମାନେ ଆମ ଦେଶକୁ ବିଭିନ୍ନ ଉଦେଶ୍ୟ ରେ ଆଶିଥିଲେ । ସେମାନଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ଛାଡି ସମସ୍ତ ବିଦେଶୀ ଭାରତ ଛାଡି ଚାଲି ଯାଇଥିବାର କୁହାଯାଉଛି ,ଅର୍ଥାତ ବ୍ରାହ୍ମଣ (ଆର୍ଯ୍ଯ) ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତ ରୁ ଯାଇଥିବାର ଲେଖାଯାଇ ନାହିଁ, ତା ଅର୍ଥ ବ୍ରାହ୍ମଣ ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତରେ ଅଛନ୍ତି, ସେମାନେ ଭାରତ ରେ ରହି କଣ କରୁଛନ୍ତି, ଆଶନ୍ତୁ ଜାଣିବା: - Times of India ରେ ପ୍ରକାଶିତ DNA Report ଅନୁସାରେ କୁହାଯାଇଛି, ଭାରତର ଐତିହାସିକ ସହର ହରିୟାନା ରାଜ୍ୟ ଏସାର ଜିଲ୍ଲା ର ରାଖିଗଡି ରେ ୪୦୦୦ ବର୍ଷ ତଳର କଙ୍କାଳ ର DNA L3MN, ଯେଉଁଟାକି ବ୍ରାହ୍ମଣଙ୍କ (ଆର୍ଯ୍ୟ)DNA R1A1 ଠାରୁ ପୁରା ପୁରି ଭିନ୍ନ, ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି.ବ୍ରାହ୍ମଣମାନେ ବିଦେଶୀ ଲୋକ ବୋଲି, ଏହି DNA R1A1 ,ଖାସ କରି ରୁଷିଆ ଦେଶ ପାଖରେ ଥିବା କଳା ସମୁଦ୍ର କୂଳରେ ବାସ କରୁଥିବା ଲୋକମାନଙ୍କ ଠାରେ ଦେଖିବାକୁ ମିଳେ, ଅର୍ଥାତ୍ ବ୍ରାହ୍ମଣ ଭାରତ ର ମୂଳ ବାସିନ୍ଦା ନୁହଁନ୍ତି, ସେମାନେ ବିଦେଶୀ ଲୋକ, ଏସିଆ-ୟୁରୋପ ମହାଦେଶ ମଧ୍ୟରେ ଅବସ୍ଥିତ ୟୁରେସିଆ ହିଁ ବ୍ରାହ୍ମଣଙ୍କର ମୂଳ ଜନ୍ମସ୍ଥାନ,ଆଉରି ମଧ୍ୟ କୁହାଯାଇଛି ତାଙ୍କ ଘରେ ରହୁଥିବା ମହିଳା ମାନଙ୍କର ...
Comments
Post a Comment