ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ
ଇତିହାସ ରୁ ଜଣା ଯାଏ ବ୍ରାହ୍ମଣ, ମୋଗଲ, ଇଂରେଜ, ପର୍ତ୍ତୁଗୀଜ, ଇତ୍ୟାଦି ବିଦେଶୀ , ସେମାନେ ଆମ ଦେଶକୁ ବିଭିନ୍ନ ଉଦେଶ୍ୟ ରେ ଆଶିଥିଲେ । ସେମାନଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ଛାଡି ସମସ୍ତ ବିଦେଶୀ ଭାରତ ଛାଡି ଚାଲି ଯାଇଥିବାର କୁହାଯାଉଛି ,ଅର୍ଥାତ ବ୍ରାହ୍ମଣ (ଆର୍ଯ୍ଯ) ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତ ରୁ ଯାଇଥିବାର ଲେଖାଯାଇ ନାହିଁ, ତା ଅର୍ଥ ବ୍ରାହ୍ମଣ ନାମକ
ବିଦେଶୀ ଏ ପର୍ଯ୍ୟନ୍ତ ଭାରତରେ ଅଛନ୍ତି, ସେମାନେ ଭାରତ ରେ ରହି କଣ କରୁଛନ୍ତି, ଆଶନ୍ତୁ ଜାଣିବା: -
ତାଙ୍କ ଘରେ ରହୁଥିବା ମହିଳା ମାନଙ୍କର DNA L3MN,ଯେଉଁଟାକି ଭାରତର ମୂଳ ଲୋକଙ୍କ DNA ସହିତ ସମାନ, ଅର୍ଥାତ୍ ବ୍ରାହ୍ମଣମାନେ ସହ ପରିବାର ମିଶିକି ଭାରତରେ ପ୍ରବେଶ କରିନଥିଲେ, ସେମାନେ ଭାରତକୁ ଆକ୍ରମଣ କରିବାକୁ ଆସିଥିଲେ, ଏଠାରେ ଆଶି ମହିଳାମାନଙ୍କୁ ବିଭାହ କରି ସଂସାର ବଢେଇଥିଲେ, ଏହା ଇତିହାସରେ ଆର୍ଯ୍ୟ ଆକ୍ରମଣ ବୋଲି କୁହାଯାଇଛି।
ବୈଜ୍ଞାନିକଙ୍କ DNA Test and Carbon Dating ଇତ୍ୟାଦି ଗବେଷଣା ରୁ ଜଣାଯାଏ, ଆଜକୁ 1600 (5th Century)ବର୍ଷ ତଳେ ବ୍ରାହ୍ମଣ ୟୁରିସିଆ ର କଳା ସାଗର କୂଳ ରୁ ଆସି ଭାରତକୁ ଅନେକ ଥର ଆକ୍ରମଣ କରିଥିଲେ, ସେମାନେ ଭାରତୀୟ ବୌଦ୍ଧ ,ସେନାଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ ,ଅର୍ଥାତ୍ ବାରମ୍ଵାର ହାରୁ ଥିଲେ ,
ଶେଷରେ ଆର୍ଯ୍ୟ ( ବ୍ରାହ୍ମଣ) ବୌଦ୍ଧ ଭିକ୍ଷୁକ ବେଶରେ ଭାରତରେ ପ୍ରବେଶେ କରି ବୌଦ୍ଧ ଧର୍ମ କୁ ହିଁ ଶଡଯନ୍ତ୍ର କରି ନଷ୍ଟ କରିବା ପାଇଁ ଚେଷ୍ଟାକଲେ, ସେତେବେଳେ ସେମାନଙ୍କ ବିରୋଧରେ ଗୌତମ ବୁଦ୍ଧ ଏବଂ ମହାବୀର ଜୈନ ଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଆନ୍ଦୋଳନ କରିଥିଲେ । ତାପରେ ବି ସେମାନେ ଧିରେ ଧିରେ ଭାରତୀୟ ରାଜାଙ୍କ ସେନା ବାହିନୀରେ ଯୋଗ ଦେବାକୁ ମଧ୍ୟ ଆରମ୍ଭ କରିଥିଲେ, ସେମାନେ ସାଙ୍ଗରେ ମହିଳା ମାନଙ୍କୁ ଆଣି ନଥିଲେ, ତେଣୁ ବ୍ରାହ୍ମଣ ବଂଶ ବିସ୍ତାର କରିବା ପାଇଁ ଭାରତୀୟ ମହିଳାଙ୍କୁ ବିବାହ କରି ବଂଶ ବୃଦ୍ଧି କରିଥିଲେ,ଧିରେ ଧିରେ ସେମାନେ ଭାରତୀୟ ରାଜା ଙ୍କୁ କୁଟିଳ ସଡଯନ୍ତ୍ର ଦ୍ୱାରା ଗୋଟିଏ ପରେ ଗୋଟିଏ ରାଜାଙ୍କୁ ମାରିଥିଲେ, ସେମାନେ କେମିତି ଭାରତୀୟ ରାଜାଙ୍କୁ ଧକାରେ ମାରି ଗୋଟିଏ ପରେ ଗୋଟିଏ ରାଜ୍ୟ ଗୁଡିକୁ ଦଖଲ କଲେ ସେ ସବୁ ସତ୍ୟ ଘଟଣା କୁ ମିତ୍ୟା କାହାଣୀ ରୂପରେ ମହାଭାରତ- ରାମାୟଣ ରେ କାଳ୍ପନିକ ଭଗବାନଙ୍କ ସ୍ୱରପ ଧାରଣ କରି ଲେଖିଛନ୍ତି,
ତାହାର କିଛି ବର୍ଷ ପରେ ବିଭିନ୍ନ ବିଦେଶୀ ଯଥା: - ଯବନ,ଫରାସୀ, ତୁର୍କୀ, ଇଂରେଜ, ଇତ୍ୟାଦି ବିଦେଶୀ ଭାରତକୁ ପ୍ରବେଶ କରିଥିଲେ, ସେମାନଙ୍କ ସହିତ ବ୍ରାହ୍ମଣମାନେ ମିଳି ମିଶି ଭାରତୀୟଙ୍କୁ ଗୋଲାମ କରି ଲୁଣ୍ଠନ କରି ଚାଲିଲେ,
ଏମିତି କରୁ କରୁ ବିଦେଶୀ ମାନେ ନିଜ ନିଜ ମଧ୍ୟରେ ଧନ ଏବଂ କ୍ଷମତା ର ବଣ୍ଟନ କୁ କେନ୍ଦ୍ର କରି ପରଷ୍ପର ମଧ୍ୟରେ ବିରୋଧି ଭାବ ସୃଷ୍ଟି ହୋଇ ଯୁଦ୍ଧ କଲେ, ଶେଷରେ ବ୍ରାହ୍ମଣ ଏବଂ ଇଂରେଜଙ୍କ ମେଣ୍ଟ ସମସ୍ତଙ୍କ ଉପରେ ଭାରୀ ପଡ଼ି ବିଜୟୀ ହୋଇ ଭାରତରେ ଶାସନ କଲେ,
ଇଂରେଜ ମାନେ ଚାହୁଁଥିଲେ ଭାରତୀୟ ଙ୍କୁ ଶିକ୍ଷା-ସ୍ଵାସ୍ଥ୍ୟ-ଶାସନ ଭଳି ମୌଳିକ ଅଧିକାର ଦେଇ ଇଂରେଜ ଶାସନ କଳକୁ ସହଯୋଗ କରି, ଭାରତକୁ ଆଉରି ଦୃଢ କରିବା ପାଇଁ, କିନ୍ତୁ ଏହି ଚିନ୍ତାଧାରାକୁ ବ୍ରାହ୍ମଣ ପୁରାପୁରି ବିରୋଧ କରିଥିଲେ, ଇଂରେଜ ସରକାର ବ୍ରାହ୍ମଣଙ୍କ ବିରୋଧ ପରେ ବି ଭାରତୀୟ ଙ୍କୁ ଶିକ୍ଷା-ସ୍ଵାସ୍ଥ୍ୟ-ଶାସନ ଭଳି ମୌଳିକ ଅଧିକାର ରେ ଶାମିଲ କରିଥିଲେ, ଫଳରେ ଭାରତୀୟମାନେ ଦେଶ ବିଦେଶ ବିଶୟ ରେ କିଛି କିଛି କଥା ଜାଣି ସ୍ବାଧିନତା ର ମନଭାବ ଜାଗ୍ରତ ହେବାକୁ ଲାଗିଥିଲା,
ଶିକ୍ଷା ପ୍ରାପ୍ତ ପରେ ଭାରତୀୟ ମାନେ ସହଜ ରେ ଜାଣିପାରିଲେ ଯେ: ପ୍ରକୃତରେ ବ୍ରାହ୍ମଣ ମାନେ ହିଁ ତାଙ୍କର ଅସଲ ଶତୃ, ତେଣୁ ସେମାନେ ବ୍ରାହ୍ମଣଙ୍କ ବିରୋଧରେ ଆନ୍ଦୋଳନ କରିବା ଆରମ୍ଭ କଲେ,
ସେହି ଭାରତୀୟ ମହାପୁରୁଷ ମାନେ ହେଲେ : -
- ବିର୍ସା ମୁଣ୍ଡା
- ଫୁଲେ
-ସାବିତ୍ରୀ ବାଇ
- ସାହୁଜୀ ମହାରାଜ
- ଆମ୍ବେଦକର
-କାସିରାମ
- ବାମନ ମେଶ୍ରାମ
...... ଇତ୍ୟାଦି
ଯେଉଁ ବ୍ରାହ୍ମଣ ମାନେ କି ଭାରତୀୟଙ୍କୁ କୌଣସି ଅଧିକାର ଦେବାକୁ ଚାହୁଁ ନଥିଲେ, ସେମାନେ ଚାହୁଁଥିଲେ ଭାରତୀୟଙ୍କୁ ଅଶିକ୍ଷା ଏବଂ ପାଖଣ୍ଡବାଦ ମାଧ୍ୟମରେ ହିନ୍ଦୁ ନାମରେ ଭଶୀଭୂତ କରି ପଶୁ ଭଳି ବିଭିନ୍ନ କାର୍ଯ୍ୟରେ ଲଗାଇ ଲୁଣ୍ଠନ କରି ଚାଲିବା , ଏହିସବୁ ବ୍ରାହ୍ମଣଙ୍କ ଚିନ୍ତାଧାରାକୁ ଇଂରେଜ ମାନେ ଅମାନବିକତାର ର ଆକ୍ଷା ଦେଇ ବ୍ରାହ୍ମଣଙ୍କ ବିରୋଧରେ ଭାରତୀୟଙ୍କୁ ଜାଗ୍ରତ କରିବାକୁ ଆରମ୍ଭ କଲେ, ଏବଂ କେତେକ ପାଖଣ୍ଡ ନିତୀ (କୁପ୍ରଥା) ଗୁଡ଼ିକୁ ମଧ୍ୟ ଇଂରେଜ ରୋଦ୍ଧ କରିଥିଲେ ।
ଯେମିତି: -
-ସତୀ ଦାହ ପ୍ରଥା
- ଜେଷ୍ଠ ପୁତ୍ର/ପୁତ୍ରୀ ଙ୍କୁ ଗଙ୍ଗାରେ ଦାନ
-ନାରୀ ନିର୍ଯ୍ୟାତନା
- ବହୁ ନାରୀ ବିଭାହ
- ସତୀ ଦାହ ପ୍ରଥା
-ଦେବଦାସୀ ପ୍ରଥା
- ଛୁଆଁ-ଛୁତ୍
- ଉଚ-ନିଚ
.......................ଇତ୍ୟାଦି।
ବ୍ରାହ୍ମଣ ଙ୍କ ବିରୋଧରେ ଇଂରେଜ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଇଂରେଜ - ବ୍ରାହ୍ମଣ ଙ୍କ ମେଣ୍ଟ ଭାଙ୍ଗି ଯାଇଥିଲା, ଇଂରେଜ ସରକାର ବ୍ରାହ୍ମଣଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ,
ଯେମିତି:-
- ଜଜ୍ ହେବାର ପ୍ରତିବନ୍ଧ, କାରଣ ବ୍ରାହ୍ମଣଙ୍କ ପାଖରେ ନ୍ୟାୟିକ କ୍ଷେମତା ନାହିଁ
- ଶାସକ ହେବାର ପ୍ରତିବନ୍ଧ, କାରଣ - ବ୍ରାହ୍ମଣ ପାଖରେ ମାନବିକତା ନାହିଁ
- ଅର୍ଥ କ୍ଷେତ୍ରରେ ପ୍ରତିବନ୍ଧ , କାରଣ -ବ୍ରାହ୍ମଣ ର ଲୋଭ ଅଶୀମିତ
-ଉଚ୍ଚ ପଦବୀରେ ନିଯୁକ୍ତି ର ପ୍ରତିବନ୍ଧ
-ଧର୍ମ ସଂସ୍ଥାନ ମାନଙ୍କରେ ବ୍ରବେଶ ର ପ୍ରତିବନ୍ଧ
-
. . . . . . . . . . .ଇତ୍ୟାଦି ।
ଏହି କାରଣ ରୁ ଇଂରେଜ ସରକାର ବ୍ରାହ୍ମଣ ଙ୍କ ଚିର ଶତୃରେ ପରିଣତ ହୋଇଥିଲେ, ଏହାଦ୍ୱାରା ବ୍ରାହ୍ମଣଙ୍କ ଅସ୍ତିତ୍ବ ସମାପ୍ତ ହେବାକୁ ଆରମ୍ଭ କଲା, ବ୍ରାହ୍ମଣଙ୍କର ଏହି ସମସ୍ୟା ସମାଧାନ ପାଇଁ ବ୍ରାହ୍ମଣଙ୍କ ଗୁରୁମାନେ ବିଭିନ୍ନ ଉପାୟ ଆପଣେଇବାକୁ ଲାଗିଲେ,
ଯେମିତି: -
9th Century.... Sankara Chariya(ଶଙ୍କର ଆଚାର୍ଯ୍ୟ) (Brahmanbad) ....ବୌଦ୍ଧ ଧର୍ମ ର ନକଲ କରି ବ୍ରାହ୍ମଣବାଦ ର ନୂତନ ସଂସ୍କରଣ ପ୍ରସ୍ତୁତ କରି ବୌଦ୍ଧ ସ୍ତୁପ ଗୁଡିକୁ ଶିବ ଲିଙ୍ଗ କହି ପ୍ରଚାର ପ୍ରସାର କରିବା
-10th C- ପୂର୍ବର ଧମ୍ମ ଲିପି ଚାଲିଥିଲା
-11th century-Ramanada Chariya( ରାମାନନ୍ଦ ଆଚାର୍ଯ୍ୟ).....ବୌଦ୍ଧମୂର୍ତ୍ତି ମାନଙ୍କୁ ହିଁ ବିଷ୍ଣୁଙ୍କ ଅବତାର କହି ପ୍ରଚାର ପ୍ରସାର କରିବା
-12th-13th Century..... ନାଳନ୍ଦା ବିଶ୍ଵବିଦ୍ୟାଳୟ କୁ ଜଳା
ଯାଇଥିଲା
-14th C ......ପରେ ନାଗରୀ ଲିପିର(ହିନ୍ଦୀ) ଉତ୍ପନ୍ନ
-14th-15th Century... ଗୀତା, ରାମାୟଣ, ମହାଭାରତ , ବେଦ ପ୍ରସ୍ତୁତି ଆରମ୍ଭ
-15th C....ପରେ ବେଦ ରଚନା ସମାପ୍ତ
-15th-17th C......ମୁସଲମାନଙ୍କ ପ୍ରବେଶ
- 17th-18th C.... ଇଂରେଜଙ୍କ ଶାସନ
-19th-20th C......ରେ ବ୍ରାହ୍ମଣ ମାନେ ବୌଦ୍ଧ ଗ୍ରନ୍ଥ ରଚନା
ଦେଶ 1949 ମସିହାରେ ଭାରତ ସ୍ଵାଧିନତା ପାଇଲା ପରେ କଂଗ୍ରେସ ଦଳ ହିଁ ଅନେକ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରରେ ସରକାର ଗଠନ କରି ,ଏକ ଚାଟିଆ ଭାବରେ ଶାସନ କରୁଥିଲା, ସେତେବେଳେ ବିରୋଧି ମାନେ ଅତି ଦୁର୍ବଳ ଥିବା କାରଣରୁ, କଂଗ୍ରେସ ସରକାର ତାନାସାହି ଭାବରେ ରାଜତନ୍ତ୍ର ସ୍ଥାପନ କରି ଶାସନ କରୁଥିଲା, ଯେମିତି ରାଜାଙ୍କ ପରେ ତାଙ୍କ ପୁତ୍ର ତାପରେ ତାଙ୍କ ନାତି, ଏମିତି ଗାନ୍ଧୀ ପାରିବାର ଏକଚାଟିଆ ଭାବରେ ଶାସନ କରୁଥିଲେ, କଂଗ୍ରେସ ଶାସନକୁ ପ୍ରତିରୋଧ କରିବାକୁ ଚେଷ୍ଟା କରୁଥିବା ଦଳଙ୍କୁ, ବିଭିନ୍ନ ପ୍ରକାରର ଶଡଯନ୍ତ୍ର କରି ନଷ୍ଟ କରାଯାଉଥିଲା କିମ୍ବା ଚୁପ କରି ଦିଆଯାଉଥିଲା, ଏମିତି କି ସମ୍ବିଧାନର ଚାରି ସ୍ତମ୍ଭରେ ( ବିଧାୟିକା /କାର୍ଯ୍ୟପାଳିକା / ମିଡ଼ିଆ /ନ୍ୟାୟାଳୟ)କଂଗ୍ରେସ ହିଁ କଂଗ୍ରେସ ର ଦବଦବା ରହିଥିଲା,ସବୁ କ୍ଷେତ୍ରରେ କଂଗ୍ରେସ ର ରାଜ୍ ଥିଲା, ଅର୍ଥାତ୍ କଂଗ୍ରେସ ର ଏକଛତ୍ର ଶାସନ କାଳରେ ଧର୍ମ ଅତ୍ୟାଚାର-ଜାତି ଅତ୍ୟାଚାର-ପାଖଣ୍ଡବାଦ-ଦୁର୍ନିତୀ ସବୁ ଚରମ ସୀମା ଛୁଇଁଥିଲା।
ଏବେକା ବିଜେପି ସରକାର ଭଳି କୋଠର ଏବଂ ଅତ୍ୟାଚାର ଥିଲା ,
ମୂଳନିବାସୀ ସଙ୍ଗଠନ BAMCEF ରୁ ଜଣାଯାଏ , ସେହି ସମୟରେ ଭାରତୀୟ ମାନଙ୍କୁ ବିଭିନ୍ନ ୬୦୦୦ ଜାତି ଉପଜାତି ରେ ବିଭାଜନ କରାଯାଇଥିଲା, ଧର୍ମ ଅପେକ୍ଷା ଜାତି କୁ ଦେଖି ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିଲା,ଉଚିତ୍ ଶିକ୍ଷା ଦେବା ଅପେକ୍ଷା ପାଖଣ୍ଡ ବାଦ ଓ ଭୂଲ ଇତିହାସ ଶିକ୍ଷା ଦେଇ ଭାରତୀୟ ଙ୍କୁ ସବୁଦିନ ଗୋଲାମ କରି ରଖିବାକୁ ଅନେକ ପ୍ରୟାସ କରାଯାଇଥିଲା,ଏହି ସବୁ କରିବାରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୂଖ୍ୟ ନେତୃତ୍ୱ ନେଇଥିଲେ , ଗାନ୍ଧୀ ବଂଶ ଙ୍କ ଏକଛତ୍ରବାଦୀ ଶାସନ ଦ୍ବାରା ଭାରତୀୟ ମାନେ ଅତିବ କ୍ରୋଧାନ୍ୱିତ ହୋଇ ଥିଲେ, ତେଣୁ ସେମାନେ ଚକ୍ରାନ୍ତ କରି ଗାନ୍ଧୀ ବଂଶର ନେତାଙ୍କୁ ମାରିଥିଲେ , ଏମିତିକି ମହାତ୍ମା ଗାନ୍ଧୀ -ଇନ୍ଧିରା ଗାନ୍ଧୀ-ରାଜୀବ ଗାନ୍ଧୀ ଇତ୍ୟାଦି ଗାନ୍ଧୀ ବଂଶ ର ଲୋକଙ୍କ ମୃତ୍ୟୁ ପରେ କଂଗ୍ରେସ ର ଗତି ଧିମେଇ ଯାଇଥିଲା ।
ଭାରତକୁ ଖଣ୍ଡ ଖଣ୍ଡ କରି ଗୋଲାମ ( ହିନ୍ଦୁ ) କରି ରଖିବାର ପ୍ରତିଜ୍ଞା କୁ ନେଇ ବ୍ରାହ୍ମଣ ମାନେ କଂଗ୍ରେସ ଗଠନ କରିଥିଲେ, ପରେ ଏହି ପ୍ରତିଜ୍ଞା କୁ ସ୍ଥାୟୀ କରିବା ପାଇଁ ବ୍ରାହ୍ମଣ ସଙ୍ଗଠନ RSS ର ଗଠନ କରିଥିଲା। କଂଗ୍ରେସ ର ବ୍ରାହ୍ମଣମାନେ ହିଁ ଭାରତକୁ ଖଣ୍ଡ ଖଣ୍ଡ କରି ପାକିସ୍ଥାନ-ଆଫଗାନିସ୍ଥାନ-ଶ୍ରୀଲଙ୍କା-ଭୂଟାନ - ନେପାଳ-ବଙ୍ଗଳାଦେଶ . . . . ଇତ୍ୟାଦି କେତେକ ଭାଗରେ ବିଖଣ୍ତ କରିଥିଲା। ତାହାର କୁକର୍ମ ପରିଣାମ ଆଜି ପର୍ଯ୍ୟନ୍ତ ଭାରତୀୟଙ୍କୁ ଭୋଗିବାକୁ ପଡୁଛି ।
କଂଗ୍ରେସ ର କଳାକାର ନାମା ପର୍ଦ୍ଧାଫାଶ ହେଲା ପରେ, କଂଗ୍ରେସ ବିରୋଧରେ ଆନ୍ଦୋଳନ ତେଜିବାକୁ ଲାଗିଲା, ଭାରତୀୟଙ୍କ କ୍ରୋଧକୁ ଦେଖି କଂଗ୍ରେସ ଅନ୍ୟ ଏକ ନୂତନ କାର୍ଡ ଖେଳିବାକୁ ଯୋଜନା କଲା। ସେ ହିନ୍ଦୁ ସଙ୍ଗଠନ ର ଦ୍ବାହୀ ଦେଇ RSS ନାମକ ବ୍ରାହ୍ମଣ ସଙ୍ଗଠନ ସ୍ଥାପନ କରି ବ୍ରାହ୍ମଣରାଜ କୁ ବଳବତ୍ତର ରଖିବାକୁ ଚେଷ୍ଟା କଲା, କଂଗ୍ରେସ RSS ସ୍ଥାପନ କରିସାରିବା ପରେ, ବିରୋଧି ଦଳ ଭୂମିକା ନିର୍ବାହ କରିବା ପାଇଁ ବ୍ରାହ୍ମଣଙ୍କ ଦ୍ୱିତୀୟ ରାଜନୈତିକ ଦଳ BJP ର ସ୍ଥାପନ କରାଯାଇଥିଲା,
ପରେ ଏହି ଦୁଇ ଦଳ ପାଳି ପାଳି କରି ଭାରତକୁ ଲୁଣ୍ଠନ କରିବାରେ ଲାଗିଲେ,
ଏହି ପ୍ରକାର ବ୍ରାହ୍ମଣଙ୍କ ଗୁପ୍ତ ଷଡଯନ୍ତ୍ର BAMCEE ର ସଂସ୍ଥାପକ କାସିରାମ ଜାଣି ନେଇଥିଲେ, ତେଣୁ କାଶିରାମ BAMCEF ର BS4 ବ୍ରାଞ୍ଚ କୁ BSP ( ବହୁଜନ ସମାଜ ପାର୍ଟି) ନାମକ ରାଜନୈତିକ ଦଳ ରେ ରୂପାନ୍ତରିତ କରି ନାରା ଦେଇଥିଲେ . . . .
# ଆମର ଭୋଟ ,ତମର ରାଜ ଚଳିବ ନାହିଁ, ଚଳିବ ନାହିଁ ।
BAMCEF ର ସଂସ୍ଥାପନ କାଶିରାମଙ୍କ ପରେ BAMCEF ର ଦାୟିତ୍ଵ ମାନନୀୟ ବାମନ ମେଶ୍ରାମ ସାହେବଙ୍କୁ ଦିଆଯାଇଥିଲା ।ତାଙ୍କ ନେତୃତ୍ୱରେ BAMCEF ର ବିସ୍ତାର 16 ରୁ ଅଧିକ ଶାଖା ଯୁକ୍ତ ୩୨ ଟି ରାଜ୍ୟ ର ୫୬୬ ଜିଲ୍ଲାକୁ ୧୨୦୦୦ ରୁ ଅଧିକ ଗ୍ରାମକୁ ବିସ୍ତାର ଲାଭ କରିଛି, ସେ କ୍ଷମତା ରେ ନ ଥାଇ ମଧ୍ୟ ଆଜି ପଯ୍ୟନ୍ତ ବିରୋଧି ଦଳ ଭାବରେ କାର୍ଯ୍ୟ କରି ବ୍ରାହ୍ମଣ ବାଦୀ ଦଳଙ୍କୁ କଡା ଟକର ଦେଉଛି |
ଏହି ପ୍ରକାର ଭାରତୀୟଙ୍କ ସତର୍କତା ଅବଲମ୍ବନ ଦେଖି ବ୍ରାହ୍ମଣ ମାନେ ବିଦେଶ ରୁ EVM କୁ ଆଣି, ଭାରତୀୟ ନିର୍ବାଚନ ରେ ପ୍ରୟୋଗ କରି କେନ୍ଦ୍ରରେ ସରକାର ଗଢିବା ପାଇଁ ସଫଳ ହୋଇଥିଲେ, ଏହି EVM ଦ୍ଵାରା ବିନା ଦ୍ବନ୍ଧ୍ବ ଯେ କୌଣସି ଦଳର ପ୍ରାର୍ଥୀ ଙ୍କୁ ସହଜରେ ଜିତାଇ ଦିଆଯାଉଥିଲା ।
13 Oct.2013 କୁ Supreme Court's ଏହି କଥାକୁ ଶୀକାର କରି ଥିଲେ, ତେଣୁ ସେ EVM ସହିତ VVPAT ମେସିନ ଲଗାଯାଇ ସେଥିରୁ ବାହାରୁ ଥିବା କାଗଜ ଗୁଡିକ ଗଣି ମିଳାଇବା ପାଇଁ ଆଦେଶ କରିଥିଲେ,କିନ୍ତୁ ECI କାଗଜ ଗୁଡିକର ଗଣନା ନକରି ନିର୍ବାଚନ ଫଳାଫଳକୁ ଘୋଟାଲା କରି ଘୋଷଣା କରିଥିଲେ,
EVM ରେ ଘୋଟାଲା କରି ନିର୍ବାଚନ ଜିତିବା : -
# ୨୦୦୪-୨୦୧୪ = EVM ଘୋଟାଲା କରି ବ୍ରାହ୍ମଣବାଦୀ ଦଳ କଂଗ୍ରେସ ଦୁଇଥର ଜିତିଥିଲା
# ୨୦୧୪-୨୦୨୪=EVM ଘୋଟାଲା କରି ବ୍ରାହ୍ମଣବାଦୀ ଦଳ BJP ଦୁଇଥର ଜିତିଥିଲା
#୨୦୨୪ ନିର୍ବାଚନରେ EVM କୁ ବନ୍ଧ କରି Ballot papers ର ପ୍ରଚଳନ ପାଇଁ BAMCEF ର ଲମ୍ବା ଆନ୍ଦୋଳନ ସହିତ Supreme court ରେ ପିଟିସନ ଦାଖଲ କରିଥିଲେ ଶେଷରେ ବିନା ତର୍କ-ତର୍ଜମା କର ଦୁଇ ବ୍ରାହ୍ମଣ ଜଜ୍ ( Justice Sanjiv khana and Dipankar Datta ) ଙ୍କ
ଦ୍ୱାରା EVM କୁ ୧୦୦%.ଠିକ୍ ବୋଲି କହି EVM ବିରୋଧି ପିଟିସନ କୁ ହିଁ ଖାରଜ କରିଦେଇଥିଲେ।
ଯେଉଁ EVM ଦ୍ୱାରା କି ୧୦୦% ଘୋଟାଲା ହୋଇ ପାରୁଥିବାରୁ ଦେଶ ବିଦେଶରେ ବନ୍ଧ କରାଯାଇଛି, ସେହି EVM କୁ ଭାରତରେ ବ୍ରାହ୍ମଣ ଜଜ୍ ମାନେ ଠିକ୍ କହି, ସମ୍ବି
ଧାନ କୁ ଶେଷ କରିବାର ଶଡଯନ୍ତ୍ର ର ପର୍ଦ୍ଧାପାଶ ହୋଇଯାଇଛି,
ଧାନ କୁ ଶେଷ କରିବାର ଶଡଯନ୍ତ୍ର ର ପର୍ଦ୍ଧାପାଶ ହୋଇଯାଇଛି,
Comments
Post a Comment