ଚାପଗ୍ରସ୍ତ ନ୍ୟାୟଳୟ EVM ରାୟ ରେ ଗୋଳମାଳ ,
ବିଦେଶରେ EVM Scame Machine ହୋଇଥିବା ବେଳେ , ଭାରତରେ EVM Washing Machine ...? ହେଲା କେମିତି ...
1960 ରେ EVM ର ସୃଷ୍ଟି ଜାପାନ ରେ ହୋଇଥିଲା, ସେହି EVM ମାଧ୍ୟମରେ ହିଁ ଜାପାନ ସମତେ ବିଦେଶ ଦେଶମାନଙ୍କରେ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ପରେ EVM ବିରୋଧ ରେ ଲୋକଙ୍କ ଅଭିଯୋଗ Court ମାନଙ୍କରେ ରୁଜୁ ହେବାକୁ ଲାଗିଲା। ସେଠାକାର Court ଗୁଡିକ EVM ସପକ୍ଷ ଏବଂ ବିପକ୍ଷ ର ତର୍କ ବିତର୍କ ପରେ, ରାୟ ଦେଇଥିଲେ
: - EVM ୧୦୦% ଅସୁରକ୍ଷିତ ଅଟେ,ତେଣୁ EVM କୁ ପୂରା ପୂରି ବ୍ୟାନ୍ କରାଗଲା, ଯେକୌଣସି Machine ଦ୍ୱାରା କେବେ ବି Free-Fair and Transfarency ଅର୍ଥାତ୍ (ଘୋଟାଲା ମୁକ୍ତ-ନିଷ୍ପକ୍ଷତା-ପାରଦର୍ଶିତା) ନିର୍ବାଚନ ହୋଇପାରିବ ନାହିଁ।
କିନ୍ତୁ ସେହି EVM କୁ ଆମ ଦେଶର Supreme Court 100% Save ବୋଲି ଘୋଷଣା କରି, ଲୋକଙ୍କ ସଂନ୍ଦେହ ଘେରକୁ ଆସିଛନ୍ତି,ଆଗକୁ ବୋଧେ ରାଜ୍ୟପାଳ କିମ୍ବା ରାଜ୍ୟସଭା ପଦବୀ ମିଳିବାର Offer ରହିଛି,
୧୯୮୨ ମସିହାରେ ଭାରତ ର କେରଳ ରାଜ୍ୟରେ ପ୍ରଥମେ EVM Machine ର ପ୍ରୟୋଗ କରାଯାଇ ଥିଲା, ସେବେଠାରୁ EVM ବିରୋଧରେ ଆନ୍ଦୋଳନ ଏବଂ ବିଭିନ୍ନ ମାମଲା ମାନ କୋର୍ଟ ରେ ରୁଜୁ ହେବାକୁ ଲାଗିଥିଲା। ସେହି ମାମଲା ଗୁଡିକ କୋର୍ଟ ଖାରଜ କରିଥିଲେ, ତାପରେ ବି ଲାଗ ଲାଗ EVM ବିରୋଧି ମାମଲା ଗୁଡିକ ପୁଣି ରୁଜୁ ହେବାକୁ ଲାଗିଲା,
13 Oct.2013.. ସେ ସବୁର ବିଚାର କରି ସୁପ୍ରିମକୋର୍ଟ ରାୟ ଦେଇଥିଲେ :-EVM ଦ୍ୱାରା Free-Fair and transferancy ନିର୍ବାଚନ ହୋଇପାରିବନାହିଁ, ଅର୍ଥାତ୍ EVM ଦ୍ୱାରା ୧୦୦% ଘୋଟାଲା ହୋଇଥାଏ, ତେଣୁ ଘୋଟାଲା କୁ ରୋକିବା ପାଇଁ VVPAT Machine(କାଗଜ ଭୋଟ ଛାପିବା ଯନ୍ତ୍ର) ଲଗାଇ ଦିଆଯାଉ ଏବଂ ସେଥିରୁ ବାହାରୁ ଥିବା କାଗଜ ଗୁଡିକୁ ଗଣନା କରି ମିଳାଇଲା ପରେ ଫଳ ଘୋଷଣା କରାଯାଉ।
ଏହାରି ପରେ ବି EVM ଏବଂ VVPAT ବିରୋଧରେ ବିଭିନ୍ନ ମାମଲା ସୁପ୍ରିମ କୋର୍ଟରେ ରୁଜୁ ହେବାକୁ ଲାଗିଲା, ଏମିତିକି EVM Cheaf ତିଆରୀ କରୁଥିବା କମ୍ପାନୀ ରେ EVM କୁ ସମର୍ଥନ କରୁଥିବା ଶାସକ ଦଳ ର Agent ମାନେ ବାହାରିବା, ଇତ୍ୟାଦି ଅନେକ ଅଭିଯୋଗ ମୁପ୍ରିମ କୋର୍ଟ ରେ ରୁଜୁ ହେଲା, ତା ଠାରୁ ବଡ ଅଭିଯୋଗ ଥିଲା ନିର୍ବାଚନ କମିଶନ ପଦବୀ ନିଯୁକ୍ତି ରେ ସଂଶୋଧନ କରିବା,
ପୂର୍ବ ନିୟମ ବିରୋଧରେ ଯାଇ ନିଜକୁ ସୁହାଇଲା ଭଳି ନିୟମ ତିଆରୀ କରି ଏକ ଚାଟିଆ ଭାବେ ନିର୍ବାଚନ କମିଶନ ମାନଙ୍କୁ ନିଯୁକ୍ତି କରିବା,
ଅର୍ଥାତ୍ EVM - ନିର୍ବାଚନ କମିଶନ ସବୁ BJP ର .. ତେବେ କୁହନ୍ତୁ ଫଳାଫଳ କାହା ସପକ୍ଷରେ ଆଶିବ ?
ଏହିସବୁ ଘଟଣା ଶାସକ ଦଳକୁ ସଂଦେହ ଘେରରେ ନେଇଥିଲା।
ବିପକ୍ଷ ଦ୍ୱାରା ଏସବୁ ସମସ୍ତ ମାମଲା କୋର୍ଟରେ ପିଟିସନ କରାଗଲା , ଶେଷରେ ସୁପ୍ରିମ କୋର୍ଟ ବିନା କାରଣରେ ଏ ସବୁ ମାମଲା ଗୁଡିକର ବିଚାର କରିବାକୁ ପୂରାପୂରି ମନା କରିଥିଲା।
Supreme court ର ଏପରି ମନଭାବ ଦେଖି ଅନ୍ୟକିଛି ଉପାୟ ନପାଇ BAMCEF ସଙ୍ଗଠନର ମୁଖ୍ୟ ବାମନ ମେଶ୍ରାମ ଙ୍କ ନେତୃତ୍ବରେ ୨୦୨୪ ନିର୍ବାଚନରେ ଭାରତର ଜନସାଧାରଣ EVM ଭାଙ୍ଗିବେ ବୋଲି ଘୋଷଣା କଲେ,
ଏହି ଘୋଷଣାକୁ ଶୁଣି, ନିର୍ବାଚନ ପାଖାପାଖି ସମୟରେ ସୁପ୍ରିମ୍ କୋର୍ଟ ଏହି ସବୁ ବିଚାର ପାଇଁ ଡରରେ ହେଉ କି ଚାପ ରେ ହେଉ ରାଜି ହୋଇଥିଲେ : - ୧୯ ଏପ୍ରିଲ ରେ ପ୍ରଥମ ପର୍ଯ୍ୟୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ,୧୮ ଏପ୍ରିଲ କୁ ଏହି ମାମଲାର ଶୁଣାଣି ପାଇଁ ନିର୍ଦାରଣ କରାଗଲା, ସେହି ଦିନ EVM ବିଶୟରେ ସାଧାରଣ ପ୍ରଶ୍ନ- ଉତ୍ତର କାର୍ଯ୍ୟକ୍ରମ କରି ରାୟକୁ ସଂରକ୍ଷିତ ରଖିଥିଲେ,
ପରେ 26 April.2024... ଦିନ SC ର ପୁଣି କିଛି ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରେ ରାୟ ରେ କହିଥିଲେ: -EVM ୧୦୦% ଠିକ୍,ଆଗକୁ EVM ଦ୍ୱାରା ହିଁ ନିର୍ବାଚନ କରାଯିବ ବୋଲି ରାୟ ଦେଇଥିଲେ।
ଏହି ଭଳି ସୁପ୍ରିମକୋର୍ଟ ର ରାୟ ଶୁଣି ସାଧାରଣ ଲୋକ ଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ସୁପ୍ରିମକୋର୍ଟକୁ ସଂଦେହ କରିବା ସହିତ ବିଭିନ୍ନ ପ୍ରଶ୍ନବାଣ ସୁପ୍ରିମକୋର୍ଟ ବିରୋଧରେ ଦେଖିବାକୁ ମିଳିଥିଲା,
ଯେ ପର୍ଯ୍ୟନ୍ତ ବିଦେଶରେ ବ୍ୟାନ ହୋଇଥିବା EVM ଆମ ଦେଶରେ ଚାଲୁଥିବ, ସେ ପର୍ଯ୍ୟନ୍ତ EVM ବିରୋଧରେ ବିଭିନ୍ନ ଅଭିଯୋଗ ମାନ ଦେଖିବାକୁ ମିଳୁଥିବ,
ମୋ ମତରେ ସବୁଠାରୁ ଭଲ ହେବ ,ଏତେ ଟଙ୍କା ଖର୍ଚ୍ଚ କରି EVM Machine ନ କିଣି, ତାହା ଠାରୁ ଭଲ Ballot papers ରେ ନିର୍ବାଚନ କରାଇବା, ଏଥିରେ ଘୋଟାଲା କରିବା ସମ୍ଭବ ନୁହେଁ, ଫଳରେ ନିର୍ବାଚନ 100% Free Fair-Trancefarency ହୋଇ ପାରିବ, Ballot papers physical Avidance ହେବା ସହିତ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇ ପାରୁଥିବାରୁ ,ଯେକୌଣସି ବ୍ୟାକ୍ତି Recounting କରି ନିଜର ସନ୍ଦେହ ଦୂର କରି ପାରିବ, ଏଥିରେ କୌଣସି Electronic system ଯେମିତି କି chief - Software-Net-Time Setting- ଇତ୍ୟାଦି Install ସମ୍ଭବ ହେଉ ନ ଥିବାରୁ ,ଏହାର Result କୁ କେହି କେବେ ବଦଳାଇ ପାରିବ ନାହିଁ। ଆଉ ରହିଲା ଗଣତି କଥା ଅଧିକ ୪-୫ ଦିନ ଲାଗିବ ଯଦି ଲାଗୁ ଅସୁବିଧା କେଉଁଠି, କଣ ସମ୍ବିଧାନରେ ଲେଖା ହୋଇଛି କି କମ୍ ଦିନରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଉ ବୋଲି |ନାହିଁ ନା ତେବେ ଏତେ ବାହାନା କାହିଁକି ? ଭାରତର ପ୍ରକୃତ ମାଲିକ ଜନତା ଚାହୁଁଛନ୍ତି ବାଲୋଟ ରେ ନିର୍ବାଚନ ଦେଉ ବୋଲି , ତମେ ତାହାଲେ ମନା କରିବାକୁ କିଏ ? , କଣ ଡାଲ ମେ କୁଚ କାଲା କି ....ଜାଣି ଶୁଣି ଏ ସବୁ କାମ କରାଯାଉଛି କି ?
ଯେମିତି କୁହାଯାଏ ଗୁଣ ଚିହ୍ନେ ଗୁଣିଆ, ଅର୍ଥାତ୍ ଯେ କୌଣସି Mechine ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ପାରି ନାହିଁ, ତାହାକୁ ତିଆରି କରୁଥିବା ଗୁଣିଆ EVM ର ଦୋଷ - ଦୂର୍ବଳତା କଣ ଜାଣି ନ ଥିବ, ତାହାର କଣ ଲୋଭ ବୋଲି କିଛି ନଥିବ । ଆଜି କାଲି ଲୋକ ଟଙ୍କା ଲୋଭରେ ନିଜ ପିତାମାତାଙ୍କୁ ସୁଧା ଛାଡି ଚାଲିଯାଉଛନ୍ତି , ଆଉ ଏହି EVM ତିଆରୀ .... ବୁଝିଯାଉଥିବେ ।
ଆଜିକାଲି ବିଜ୍ଞାନ ଏତେ ଆଗକୁ ବଢ଼ିବାରେ ଲାଗିଲା ଯେ ଚନ୍ଦ୍ରରେ ଥିବା ଯାନ କୁ ସହଜରେ ନିୟନ୍ତ୍ରଣ କରାଯାଇପାରିଛି, ଆଉ ପାଖରେ ଥିବା Electronic Device ଅର୍ଥାତ୍ EVM ର Result କେହି ପରିବର୍ତ୍ତନ କରିପାରିବେ ନାହିଁ, ଏମିତି ସରକାର ନିର୍ବାଚନ ଆୟୋଗ ଏବଂ କୋର୍ଟ ଯେତେ କହିଲେ କଣ ହେବ, ଲୋକେ ପରା ଚାଲାକ ହେଲେଣି, ତମେ ସେ ପୁରୁଣାକାଳିଆ ଲୋକ ଭାବିଲ କି ? ଯେଉଁଟା ଜନତାଙ୍କ ଦାବି ହେଉଛି, ସେହି ଟାକୁ ହିଁ ମାଲିକଙ୍କ ଆଦେଶ ମାନି ଚାକରାଣୀ ମାନେ କାମ କରିବା ଦରକାର ।
ଯାହା ଠିକ୍ ତାହା ସବୁଠାରେ ଠିକ୍, ଯାହା ଭୂଲ ତାହା ବି ସବୁଠାରେ ଭୂଲ ହୋଇଥାଏ, ତମେ ଯେତେ ଭୂଲ କୁ ଠିକ୍ ଠିକ୍ କହି ଚିଲ୍ଲେଇ ଲେ କଣ ହେବ ଭୂଲ ଟା କଣ ଠିକ୍ ହେବ କି ? ନାହିଁ ନା.....
ବିଦେଶରେ ଭୂଲ ଥିବା EVM ଭାରତରେ ଠିକ୍ ହେଲା କେମିତି ?
ଯଦି EVM ଠିକ୍ ହୋଇଥାନ୍ତା ତେବେ ପ୍ରତ୍ୟେକ ଦିନ ଏତେ ଗୁଡିଏ ଅଭିଯୋଗ ଆଶୁଛି କେମିତି ? କଣ ନିଆଁ ନ ଥିଲେ ଧୂଆଁ ଆଶୁଚି କୁଆାଡୁ.....
ଏହାର ସ୍ଥାୟୀ ସମାଧାନ ର ଏକ ମାତ୍ର ରାସ୍ତା ହେଲା Ballots Paper ର ପୁନଃ ପ୍ରଚଳନ |
Comments
Post a Comment