Skip to main content

ହିନ୍ଦୁ ବିଭାହ ମନ୍ତ୍ର ର ପ୍ରକୃତ ଅର୍ଥ କଣ. . .

ଯଦି କାହାର ଭାଇ ନଥାଏ, ତେବେ ସେ ଜଣକୁ ଧର୍ମ ଭାଇ କହି ସମ୍ବୋଧନ କରିଥାନ୍ତି । 
ସେହିଭଳି ଯଦି କାହାର ଭଉଣୀ ନଥାଏ ,ତେବେ ଧର୍ମ ଭଉଣୀ କରିବା ଦେଖାଯାଏ ।
 ହେଲେ ନିଜ ପତ୍ନୀଙ୍କୁ ଧର୍ମପତ୍ନୀ ବୋଲି ବିଭିନ୍ନ ସମୟରେ ସମ୍ବୋଧନ କରୁଥିବା ଶୁଣିବାକୁ ମିଳିବା ଆଶ୍ଚର୍ଯ୍ୟ ଚକିତ କରିଥାଏ ।
 ତେବେ କେଉଁ କାରଣରୁ ଏହି ଶବ୍ଦ ବ୍ୟବହାର ହେଲା ବୁଝିବାର ଆବଶ୍ୟକତା ରହିଛି ।

 ଏମିତି ଏକ ବୈଦିକ ମନ୍ତ୍ର ଅଛି ଯାହା କନ୍ୟାଦାନ ସମୟରେ ଉଚ୍ଚାରଣ କରାଯାଉଥିଲା ବୋଲି ଅନେକ ବୁଦ୍ଧିଜୀବୀ ମତପ୍ରକାଶ କରିଥିଲେ ।

ଶୁଦ୍ର ସମାଜକୁ ଶିକ୍ଷାରୁ ମନୁବାଦି ମାନେ କାହିଁକି ବଞ୍ଚିତ ରଖୁଥିଲେ ଓ ଆଜି ଶିକ୍ଷିତ ସମାଜରେ ଏହାକୁ ବିରୋଧ କାହିଁକି କରାଯାଉଛି ବୁଝିବା ପାଇଁ ଇତିହାସ ଜାଣିବାର ଆବଶ୍ୟକତା ରହିଛି । 
                           ଯେଉଁ ବିପ୍ର(ବ୍ରାହ୍ମଣ) ବୈଦିକ ରୀତିରେ ବିବାହ କାର୍ଯ୍ୟ କରୁଥିଲେ, କନ୍ୟାଦାନ ସମୟରେ ସେ ଯେଉଁ ମନ୍ତ୍ରୀ ଉଚ୍ଚାରଣ କରୁଥିଲେ, ଆସନ୍ତୁ ସେହି ମନ୍ତ୍ର ଉପରେ ନଜର ପକାଇବା ।

 ଓମ୍ ଶ୍ରୀ ଗଣଦିପତ ଗଣପତି ଙ୍ଗୁଗବା ମହେ, ଗଣତୁହା ଙ୍ଗୁଗବା ମହେ, ବରକନ୍ୟାମ ଙ୍ଗୁଗବା ମହେ,ପଣତୁହାବସହୁ ମମ୍ ଯାନ,ଗର୍ଭଧମ୍ରାନ୍ତ ଇଦମ କନ୍ୟାଦେବ ଅର୍ପଣ ସକ୍ଷାମେବ,ଗର୍ଭାଧ୍ୟମ ଇତି ବରଂ ସମର୍ଯ୍ୟାମି ।

 ଯାହାର ସାମାନ୍ୟ ଓଡ଼ିଆ ଅନୁବାଦ ହେଉଛି:- 
             ହେ ଭଗବାନ ଶ୍ରୀ ଗଣେଶ, *ଗଣପତି ଙ୍ଗୁଗବା ମହେ* ଏହି ଘରର ମୁଖୁଆ ମୁକ ଓ ବଧୂର ଅଟେ ।

।। ଗଣତୁହା ଙ୍ଗୁଗବା ମହେ ।। 
ଏଠାରେ ଉପସ୍ଥିତ ଥିବା ସମସ୍ତ ପରିଜନ ମୁକ ଓ ବଧୂର ଅଟନ୍ତି । 

॥ବର କନ୍ୟା ମଙ୍ଗୁଗବା ମହେ।। 

         ଏମିତି କି ବିବାହ ହେଉଥିବା ବର କନିଆଁ ମଧ୍ୟ ମୁକ ଓ ବଧିର ଅଟନ୍ତି ( ମୁକ ଓ ବଧୂର ଅର୍ଥ ଏମାନେ କୌଣସି ପ୍ରତିବାଦ କରିବେ ନାହିଁ, 
                        ମୁଁ ଯାହା କହିବି ସେହି ହିସାବରେ କାମ କରିବେ) ଓ ପୁରୋହିତ ସହିତ ସମସ୍ତ ପରିଜନ ମଧ୍ଯ କୁ ହନ୍ତି, 
ଅର୍ଥାତ୍ :- 
           ମୁଁ ପୁରୋହିତ କହୁଥିବା କଥାରେ ସହମତ ଅଛି କହି *ସ୍ବାହା ସ୍ବାହା* କହିଥାନ୍ତି । 

ବ୍ରାହ୍ମଣ ପୁଣି କହୁଛି:- 
                         ॥ପଣତୁହା ବସହୁ ମମ୍ ଯାନ,ଗର୍ଭଧମ୍ରାନ୍ତୁ ଇଦମ କନ୍ୟାଦେବ ଅର୍ପଣ ସକ୍ଷାମେବ ।।

      ଏହି କନ୍ୟା କୁ ମୋତେ ଅର୍ପଣ କର, କାରଣ ଏମାନଙ୍କ ଠାରୁ ମୁଁ ଯୋଗ୍ୟ ଅଛି, ଏହି କନ୍ୟା ପାଇ ମୁ ଯୋଗ୍ୟ ବରଅଟେ । 

ମୁଁ ଏହି କନ୍ୟାକୁ ଗର୍ଭବତୀ କରିବାକୁ ସକ୍ଷମ ଅଟେ ।॥ଗର୍ଭାଧୂମ ଇତି ବରଂ ସମର୍ଯ୍ୟାମି ॥ 

ପରେ ଗର୍ଭବତୀ ହେଲେ ,ମୁଁ 'ତାକୁ ତାର ବର ପାଖରେ ସମର୍ପଣ କରିଦେବି ।

ଏହିଭଳି ଭାବରେ ମନ୍ତ୍ର ଦ୍ବାରା ପୁରୋହିତ ପ୍ରଥମେ ନିଜେ ବିବାହ କରିଥାଏ ଓ ବର ହାତରେ କନ୍ୟା କୁ ଅର୍ପଣ କରିଥାଏ। 
           ଉକ୍ତ ପୂଜାରେ କନ୍ୟା ପିତା ବିଷ୍ଣୁଙ୍କ ନାମରେ ଯେଉଁ ଦାନ ଦକ୍ଷିଣା ପ୍ରଦାନ କରନ୍ତି ତାହା ଉପରେ ଯେମିତି ପୁରୋହିତର ପୁର୍ଣ୍ଣ ଅଧିକାର ରହିଛି,ଠିକ୍ ସେମିତି କନ୍ୟା ଦାନ ମଧ୍ଯ ଏକ ଦାନ ଅଟେ । 
ତେଣୁ ପରବର୍ତ୍ତୀ ସମୟରେ ଯେବେ ବି ପୁରୋହିତ ମାନେ କୌଣସି ମେଳା ବା ହୋମଯଜ୍ଞ କରନ୍ତି, ଯଥା ଅମୁକ ଶ୍ୟ ସହମର୍ଣ୍ଣୀ/ଧର୍ମପତ୍ନୀ ଅମୁକ ବୋଲି ଉଚ୍ଚାରଣ କରିଥାନ୍ତି ।

କଥା ଏତିକି ରେ ଶେଷ ହୁଏ ନାହିଁ,
ବିବାହରେ ବ୍ୟବହାର ହେଉଥିବା କିଛି ଶବ୍ଦ ଉପରେ ନଜର ପକାଇବା. . .
॥ଯଥା ରାମ ଶ୍ୟ ସିତା॥

 ଅର୍ଥାତ୍ ଯେମିତି ସିତାକୁ ବିବାହ କଲା
ପରେ ରାମକୁ ରାଜ ଦରବାର ଛାଡି,
                                  ବନବାସ ଯିବାକୁ ପଡିଥିଲା ।
ରାମ ସିତା ଯେମିତି ପତିପତ୍ନୀ ର ସୁଖ ଉପଭୋଗ କରିପାରି ନଥିଲେ, ନା-ନା ପ୍ରକାର ଅପବାଦ ସହି ଶେଷରେ ସିତାକୁ ଅଗ୍ନିରେ ପସି ଝାସ ଦେବାକୁ ପଡିଲା ଓ ରାମକୁ ସୋରୋଜ ନଦୀରେ ଆତ୍ମବିସର୍ଜନ/ଆତ୍ମହତ୍ୟା କରିବାକୁ ପଡିଛି । 
ଠିକ୍ ସେମିତି ଆଜି ଠାରୁ ତୁମର ସେହି ଅବସ୍ଥା ଆରମ୍ଭ ହେଉ।

॥ଯଥା ନଳ ଶ୍ୟ ଦମୟନ୍ତୀ ॥

                             ଧନଧାନ୍ୟରେ ପରିପୂର୍ଣ୍ଣ ନଳ ରାଜା
ଯେଉଁଭଳି ଦମୟନ୍ତୀ କୁ ବିବାହ କଲା ପରେ ସର୍ବସ୍ବ ହରାଇ ଦରିଦ୍ର ହେଲେ, ତୁମେ ମଧ୍ୟ ସେହିଭଳି ଦରିଦ୍ର ହୁଅ।
॥ଯଥା ରାବଣ ଶ୍ୟ ମନ୍ଦୋଦରୀ ॥

ବିବାହ ପୁର୍ବରୁ ଯେମିତି ମନ୍ଦୋଦରୀ ବାଲି ସହିତ ଶାରିରୀକ ସଂପର୍କ ରଖୁ ଅଙ୍ଗଦ କୁ ଜନ୍ମ ଦେଲା । 
ସ୍ବର୍ଣ୍ଣ ଲଙ୍କା ର ତ୍ରିପୁର ବିଜୟୀ ରାବଣ ଯେମିତି ସପରିବାର ସହିତ ସର୍ବନାଶ ହେଲା ଓ ମନ୍ଦୋଦରୀ ବିଭିଷଣ ସହିତ ବିବାହ କଲା(ଦିଅର/ପର ପୁରୁଷ ସହିତ ସହବାସ) ଠିକ୍ ସେମିତି ତୁମ ସବଂଶ ଧ୍ବଂସ ହେଉ,ଅଳ୍ପ ବୟସରେ ମରିବ ଓ ତୁମ ପତ୍ନୀ ବ୍ୟଭିଚାରିଣୀ ହେଉ,
॥ଯଥା ଇନ୍ଦ୍ର ଶ୍ୟ ଇନ୍ଦ୍ରାଣୀ ।। 

ସ୍ବର୍ଗର ରାଜ ଇନ୍ଦ୍ର ମଦିରା ପାନ କରି ଦେବଦାସୀ ମାନଙ୍କ ସହିତ ନୃତ୍ୟ କରନ୍ତି ଓ ଇଚ୍ଛା ମୁତାବକ ସେମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରନ୍ତି । 
ପୁଣି ସ୍ବର୍ଗର ରାଜା ପ୍ରତିବର୍ଷ ପରିବର୍ତ୍ତନ ହୁଅନ୍ତି ଇନ୍ଦ୍ର ପଦରେ, ହେଲେ ଇନ୍ଦ୍ରାଣୀ ଜଣେ ହିଁ ରହିଥାନ୍ତି, ତାଙ୍କର କେବେ ପରିବର୍ତ୍ତନ ହୁଏ ନାହିଁ । 
ଠିକ୍ ସେମିତି ତୁମ ପତି ମଦିରା ପାନ କରୁ ଓ ତୁମ ରହିଥିବା ସତ୍ତ୍ବେ ଅନେକ ସ୍ତ୍ରୀ ସହିତ ସଂପର୍କ ସ୍ଥାପନ କରୁ (ମଦୁଆ ଓ ଚରିତ୍ର ହିନ) ଏବଂ ତୁମ ପତ୍ନୀ,ଅନେକ ପତିକୁ ବରଣ କରୁ ।

ଏମିତି ଅନେକ ଉଦାହରଣ ଦେଇ ହୋମ କୁଣ୍ଡ ରେ ପୁରୋହିତ ଅଭିଶାପ ଦେଇଥାଏ। କିନ୍ତୁ ଶିକ୍ଷାରୁ ବଞ୍ଚିତ ହୋଇ ରହିଥିବା ଶୁଦ୍ରକ ସମାଜ ବୁଝିପାରେ ନାହିଁ ଓ ଦାନ ଦକ୍ଷିଣା ରେ ପୁରୋହିତ କୁ ସନ୍ତୋଷ୍ଟ କରୁଥାଏ ।

ଲେଖକ :-
Karunakar Nagvanshi
Nov 9, 2022 ·

Comments

Main menu

ଚାଷବାସ : -ସ୍ଵାଧୀନ ରୋଜଗାର ର ରାସ୍ତା

ସ୍ଵାଧିନ  ରୋଜଗାର ର ରାସ୍ତା :-ଚାଷବାସ                   କେଉଁ ଅନାଦି କାଳରୁ ଲୋକମାନଙ୍କର  ରୋଜଗାର କରିବାର ମୂଖ୍ୟ ପନ୍ଥା ଥିଲା . . . ଚାଷ ପ୍ରଣାଳୀ ତା ପରେ ବେପାର ବଣିଜ । ସେତେବେଳେକା ଚାଷ ପ୍ରଣାଳୀ ଠାରୁ ଏବେକା ଚାଷ ପ୍ରଣାଳୀ ବେସ ଉନ୍ନତ ।ଏବେକା ଦେଶ ଦୁନିଆ ପରିସ୍ଥିତିକୁ ଦେଖିଲେ ... ଜନସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଓ ରୋଜଗାର ରେ ଅନେକ ସମସ୍ୟା ଦେଖାଦେଇଛି। ତାହାର ସମାଧାନ ପାଇଁ ସରକାରଙ୍କ ଉପରେ ଭରଷା ନ କରି . . . ନିଜନିଜର ସ୍ଥାୟୀ ବ୍ୟବସ୍ଥା କରିବା ବୁଦ୍ଧିମାନର ଲକ୍ଷଣ ହୋଇଥାଏ। ଚାକିରୀ କଥା ନ କହିଲେ ଚଳେ।ଆଉ ବେପାର କଥା. . . . ବ୍ୟାଙ୍କଲୋନ ସମସ୍ତଙ୍କୁ ମିଳିବା କଷ୍ଟକର। ଆଉ ରହିଲା . . . . କାମଦାମ କରି ଚଳିବା କଥା, ତାହା ବି କିଛି ଗେରେଣ୍ଟି ନାହି. . . ଦିନେ କାମ ମିଳିଲା ଯଦି ପାଞ୍ଚଦିନ ଘରେ ବସିରହିବାକୁ ପଡୁଛି। . . . . ଏମିତି ପରିସ୍ଥିତିକୁ ଆଖି ଆଗରେ ରଖି. . . . ଆମକୁ ଅନ୍ୟ ରାସ୍ତା ଦେଖିବାକୁ ଗଲେ . . . . କେବଳ ଚାଷବାସ ହିିଁ ନଜରକୁ ଆଶୁଛି। ଚାଷ କାମ ରେ କେତେକ ଫାଇଦା :- କ) କାହାରି ଅଧିନରେ ନ ରହି ,ସ୍ଵାଧିନ ଭାବରେ କାର୍ଯ୍ୟ କରିହେବ,  ଖ) ନିତି   କାମ ଦାମ ଖୋଜିବାର ଆବଶ୍ୟକ ପଡିବ ନାହିଁ। ଗ) ବାହାରିଆ ଖର୍ଚ୍ଚ ରୁ ମୁକ୍ତି। ଘ) ଅରିଜିନାଲ ଖାଦ୍ୟ ମିଳିଲା, ସ୍ୱାସ୍ଥ୍ୟ ବି ଠିକ...

ମାର୍ଗଶିର ମାସରେ ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?

ମାର୍ଗଶିର ମାସରେ  ଗୁରୁବାର ଉଷା କରିବା. . . .ଏକ ଅନ୍ଧବିଶ୍ୱାସ କି ?        ଶୁଣାଯାଏ, ମାର୍ଗଶୀର ମାସ ଗୁରୁବାରରେ . . . ଉଷା କରିଲେ . . . . ଧନର ଦେବୀ , ସେହି ଘରକୁ ଧନ- ଦୌଲତ ବର୍ଷା କରନ୍ତି। ଆଉ ଯେଉଁ ଘର ର ପରିବାର ଉଷା କରନ୍ତି ନାହିଁ . . . ସେ ପରିବାର ରେ ଧନ ସବୁବେଳେ ଅଭାବ ରହିଥାଏ. . . . . ଏହା ଅନ୍ଧବିଶ୍ୱାସ ନା ସତ୍ୟକଥା. . . ତାହାକୁ ଆଲୋଚନା କରିବା ।                 ତାହା ପୂର୍ବରୁ ଗୁରୁବାର ଉଷାର ଲୋକକଥା କୁ ଟିକେ ଆଲୋଚନା କରିବା. . . . . ଭଗବାନ (ଜଗନ୍ନାଥ), ବଡ ଭାଇ (ବଳରାମ) ଏବଂ ସ୍ତ୍ରୀ (ଲକ୍ଷ୍ମୀ ). . ଏମାନେ ସଂସାରର କୁ ଚଲାଉ ଥିଲେ ଏବଂ ଚଲାଇ ଆସୁଛନ୍ତି। . . . . ଜଗନ୍ନାଥ ଙ୍କ ଦାୟୀତ୍ବ ହେଲା . . . ଲୋକଙ୍କ ଦୁଃଖ ସୁଖ ବୁଝିବା। ବଳରାମ ଙ୍କ ଦାୟୀତ୍ବ ହେଲା . . . . ଲୋକଙ୍କୁ ଚାଷ ଶିଖାଇବା । ଲକ୍ଷ୍ମୀଙ୍କ ଦାୟୀତ୍ବ ହେଲା ... . . ଲୋକଙ୍କୁ ଧନଜନ ଦେବା ।                  ଦିନେ ରାତିରେ ଧନର ଦେବୀ ଲକ୍ଷ୍ମୀ .....ସମସ୍ତଙ୍କ ଘରକୁ ଘର ଯାଇ ବୁଲୁଥାନ୍ତି । ବୁଲୁ ବୁଲୁ ଦେଖିଲେ . . . ଅଛୁଆଁ ଜାତି (ହାଡି-ପାଣ-କଣ୍ଡରା . . . ଇତ୍ୟାଦି) ଘରେ କେତେ ରଙ୍ଗବେରଙ୍ଗ ର ଫୁଲ ସବୁ ଆଙ୍କାଯାଇଛି . . . "I ଏସବୁ ଦେଖି ଲକ୍ଷ...

ଭୋଟ ଦେବ କେଉଁଠି ?

ଆମ ଦେଶ 15Aug.1947 ରେ ସ୍ଵାଧିନତା ପାଇଥିଲା, ଦେଶର ଶାସନ ପାଇଁ ସେମିତି କିଛି ନିୟମ ବ୍ୟବସ୍ଥା ନ ଥିଲା, ପରେ ସମ୍ବିଧାନ(ଶାସନ ନିୟମ)' Dr. B.R Ambedkar ଙ୍କ ଦ୍ଵାରା ଲେଖା ଗଲା, ତାହାକୁ 26 Jan.1950 ମସିହାରେ ଲାଗୁ କରାଗଲା, ସେହି ଦିନଠାରୁ ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା, Dr. B.R Ambedkar ଙ୍କ ଦ୍ଵାରା ଲିଖିତ ସମ୍ବିଧାନ ଅନୁସାରେ ପ୍ରତି 5 ବର୍ଷରେ ଥରେ ଦେଶ ଏବଂ ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହେବାର ବ୍ୟବସ୍ଥା ରଖାଗଲା, ପ୍ରତ୍ୟେକ ନିର୍ବାଚନରେ ଭାରତୀୟଙ୍କୁ ଭୋଟ ଦେବାର ଅଧିକାର ମିଳିବା ସହିତ ନିର୍ବାଚନରେ ପ୍ରାର୍ଥୀ ହେବାର ସୁଯୋଗ ମଧ୍ୟ ମିଳିଗଲା, ପ୍ରତି ନିର୍ବାଚନରେ ଭାରତୀୟମାନେ ନିଜ ଇଛାରେ ନୂଆ ସରକାର ବାଛି ନିଜକୁ ଶାସନ କରିବାର ସୁଯୋଗ ପାଇଲେ,  ଦେଶର ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଅଧିକାରୀ ପଦ ସୃଷ୍ଟି କରାଗଲା,   ସମ୍ବିଧାନ ରArticle.୩୨୪ ଅନୁସାରେ ପ୍ରତି ପାଞ୍ଚବର୍ଷ ରେ ଦେଶ ବା ରାଜ୍ୟମାନଙ୍କ ରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ, ନିର୍ବାଚନ କୁ ସୁ-ପରିଚାଳିତ କରିବା ପାଇଁ ଦେଶରେ ତିନି ଜଣ ନିର୍ବାଚନ ଅଧିକାରୀ ରହିଥାନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ, ବିରୋଧି ଦଳ ର ନେତା ଓ ସର୍ବୋଚ୍ଚ ନ୍ୟାୟାଳୟ ମୂଖ୍ୟ ଙ୍କ ମିଳିତ ବୈଠକ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ...

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ !

ବିଦେଶୀ ବ୍ରାହ୍ମଣଙ୍କ କବ୍ଜା ରେ ଭାରତ ଇତିହାସ ରୁ ଜଣା ଯାଏ ବ୍ରାହ୍ମଣ, ମୋଗଲ, ଇଂରେଜ, ପର୍ତ୍ତୁଗୀଜ, ଇତ୍ୟାଦି ବିଦେଶୀ , ସେମାନେ ଆମ ଦେଶକୁ ବିଭିନ୍ନ ଉଦେଶ୍ୟ ରେ ଆଶିଥିଲେ । ସେମାନଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ଛାଡି ସମସ୍ତ ବିଦେଶୀ ଭାରତ ଛାଡି ଚାଲି ଯାଇଥିବାର କୁହାଯାଉଛି ,ଅର୍ଥାତ ବ୍ରାହ୍ମଣ (ଆର୍ଯ୍ଯ) ନାମକ ବିଦେଶୀ ଏ ପର୍ଯ୍ୟନ୍ତ ଭାରତ ରୁ ଯାଇଥିବାର ଲେଖାଯାଇ ନାହିଁ, ତା ଅର୍ଥ ବ୍ରାହ୍ମଣ ନାମକ  ବିଦେଶୀ ଏ ପର୍ଯ୍ୟନ୍ତ ଭାରତରେ ଅଛନ୍ତି, ସେମାନେ ଭାରତ ରେ ରହି କଣ କରୁଛନ୍ତି, ଆଶନ୍ତୁ ଜାଣିବା: - Times of India ରେ ପ୍ରକାଶିତ DNA Report ଅନୁସାରେ କୁହାଯାଇଛି, ଭାରତର ଐତିହାସିକ ସହର ହରିୟାନା ରାଜ୍ୟ ଏସାର ଜିଲ୍ଲା ର ରାଖିଗଡି ରେ ୪୦୦୦ ବର୍ଷ ତଳର କଙ୍କାଳ ର DNA L3MN, ଯେଉଁଟାକି ବ୍ରାହ୍ମଣଙ୍କ (ଆର୍ଯ୍ୟ)DNA R1A1 ଠାରୁ ପୁରା ପୁରି ଭିନ୍ନ, ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି.ବ୍ରାହ୍ମଣମାନେ ବିଦେଶୀ ଲୋକ ବୋଲି, ଏହି DNA R1A1 ,ଖାସ କରି ରୁଷିଆ ଦେଶ ପାଖରେ ଥିବା କଳା ସମୁଦ୍ର କୂଳରେ ବାସ କରୁଥିବା ଲୋକମାନଙ୍କ ଠାରେ ଦେଖିବାକୁ ମିଳେ, ଅର୍ଥାତ୍ ବ୍ରାହ୍ମଣ ଭାରତ ର ମୂଳ ବାସିନ୍ଦା ନୁହଁନ୍ତି, ସେମାନେ ବିଦେଶୀ ଲୋକ, ଏସିଆ-ୟୁରୋପ ମହାଦେଶ ମଧ୍ୟରେ ଅବସ୍ଥିତ ୟୁରେସିଆ ହିଁ ବ୍ରାହ୍ମଣଙ୍କର ମୂଳ ଜନ୍ମସ୍ଥାନ,ଆଉରି ମଧ୍ୟ କୁହାଯାଇଛି ତାଙ୍କ ଘରେ ରହୁଥିବା ମହିଳା ମାନଙ୍କର ...

About Us

Odia Trend ବ୍ଲୋଗ୍ ରେ ଆପଣଙ୍କୁ ସ୍ଵାଗତ,  Odia Trend ବ୍ଲୋଗ୍ ରେ ବିଭିନ୍ନ ଶିକ୍ଷା (Education) ସମନ୍ଧ୍ଵିତ ଲେଖା ମାନ ମିଳିପାରିବ ।ଆମଲେଖା ଗୁଡ଼ିକ ଭଲ ଲାଗୁଥିଲେ Odia Trend କୁ Follow up  କରନ୍ତୁ ଏବଂ ନିଜର ଲେଖା ପଠାଇବା ପାଇଁ ତଳ E-mail  ଠିକଣା ଯୋଗାଯୋଗ କରନ୍ତୁ। #Education - #Income- #Farming - #Health-# History - #Logic-#Gadgets reviews - # motivation story...etc ଏହି ବାବଦରେ  ନିଜର କିଛି ଲେଖା ପଠାଇବାର ଥିଲେ। ଯୋଗାଯୋଗ ଠିକଣା: odiatrend135@gmail.com, . . .ରେ ପଠାଇ ପାରିବେ ।  

ମହିଷାସୁର କିଏ ? ଦୁର୍ଗା କିଏ ? ଆର୍ଯ୍ୟ କିଏ ?

ମହିଷାସୁର ବଙ୍ଗଳାର,ଗୋଣ୍ଡୱାନା ଅଞ୍ଚଳର,ସୋନ୍ଥାଲ ଜନଜାତିର ଜଣେ ଶକ୍ତିଶାଳୀ ରାଜା ଥିଲେ । ଯାହାଙ୍କର ଶାସନ ମଧ୍ଯ ଭାରତରେ ଥିଲା,ସେ ନିଜ ରାଜ୍ୟର ପଶୁ-ପକ୍ଷୀ ଓ ପ୍ରକୃତି ପ୍ରେମୀ ରାଜା ଥିଲେ ।  ରାଜ୍ୟରେ ଭଲ ବ୍ୟବସ୍ଥା ଓ ସବୁକିଛିର ସୁବିଧା ଥିଲା,ସେଥିପାଇଁ ତାଙ୍କ ପ୍ରଜାମାନେ ତାଙ୍କ ଉପରେ ଖୁସି ଥିଲେ ।ମହୀଶୁର ସହରର ନାମ ତାଙ୍କରି ନାମରେ ରଖାଯାଇଥିଲା । ଏଠାରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । ମହିଷାସୁରଙ୍କୁ ଜଣେ ମହାନ ଉଦାରବାଦୀ ଦ୍ରାବିଡ଼ ଶାସକ ଭାବରେ ମଧ୍ଯ ଜଣାଯାଏ । କିନ୍ତୁ ହିନ୍ଦୁ ପୁରାଣ ତାଙ୍କୁ ରାକ୍ଷସ ଭାବରେ ଚିତ୍ରଣ କରିଛି । ଏତେ ଭଲ ଓ ମହାନ ରାଜାଙ୍କୁ ବ୍ରାହ୍ମଣମାନେ ଖଳନାୟକ କେମିତି ଓ କାହିଁକି କଲେ ???  ଏହି ପରିପ୍ରେକ୍ଷୀରେ,ସବଲ୍ଟର୍ନ ସଂସ୍କୃତିର ଲେଖକ ତଥା ଗବେଷକ ଯୋଗେଶ ସାର୍ କୁହନ୍ତି ଯେ "ଏହାକୁ ବୁଝିବା ପାଇଁ ଆପଣଙ୍କୁ ସୁର ଓ ଅସୁର ସଂସ୍କୃତି ମଧ୍ୟରେ ଥିବା ସଂଘର୍ଷକୁ ବୁଝିବାକୁ ପଡ଼ିବ ।"  ମହିଷାଙ୍କ ରାଜ୍ୟରେ ଅସୁରମାନଙ୍କର ବହୁ ସଂଖ୍ୟକ ମଇଁଷି ଥିଲେ। ମୈସୁରର ଚାମୁଣ୍ଡି ମନ୍ଦିର ନିକଟରେ ଏକ ମହିଷାସୁର ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାଙ୍କ ସମ୍ମୁଖରେ ମହିଷାସୁର ଶହୀଦ ଦିବସ ପାଳନ କରାଯାଏ । କନ୍ନଡ ଲେଖକ ତଥା ଇତିହାସକାର ବିଜୟ ମହେଶ କହିଛନ୍ତି ଯେ ମହିଷାସୁର ଶବ୍ଦ ହେଉଛି ଗୋଣ୍ଡି ଶବ୍ଦ ଯେଉଁଥିରେ ''ମହୀ'' ଶ...

ଅଳ୍ପ ପରିଶ୍ରମ ରେ ଅଧିକ ଲାଭ।

 ଦେଖାଦେଇଛି,           ସମାନ ଶିକ୍ଷା ପାଇଥିବା ପିଲାମାନେ ସେମାନଙ୍କର ରୋଜଗାର କରିବାର ପଦ୍ଧତି ସେମାନଙ୍କ ବୁଦ୍ଧି ବିବେକ ଉପରେ ନିର୍ଭର କରେ । ଏହି ବୁଦ୍ଧି ବିବେକ ନିଜ ଅବିଜ୍ଞତା ରୁ ହିଁ ମିଳିଥାଏ।        ଏହି କଥାକୁ ନେଇ ଆନ୍ଦ୍ରପ୍ରଦେଶର ଗୋଟିଏ ସତ୍ୟ ଘଟଣାର ରୋଚକ କାହାଣୀ ଶୁଣିବା ହେଉ. . . . . . . . ଗୋଟିଏ ଗ୍ରାମରେ ଦୁଇଟି ପିଲା ରହୁଥିଲେ, ସେମାନେ ସମାନ ବୟସର ଏବଂ ସମାନ ଶ୍ରେଣୀରେ ପଢ଼ୁଥିଲେ। ସାଙ୍ଗ ହୋଇ ମେଟ୍ରିକ ପାସ କରି, ଅଲଗା ଅଲଗା ସ୍ଥାନରେ କଲେଜ ପଢିଲେ । ଜଣେ ବିଜ୍ଞାନ ବିଶୟ ଅନ୍ୟ ଜଣେ ବାଣିଜ୍ୟ । ଶିକ୍ଷା ଶେଷ ପରେ ଦୁଇଜଣ ଯାକ ବଡ ବଡ ପଦବୀରେ ଚାକିରୀ କଲେ । ଦୁଇଜଣଙ୍କ ମଧ୍ୟରେ ଜଣେ ବିଜ୍ଞାନ ବିଶୟ ରଖି କୃଷି ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିବା ଭାଗୀରଥି କୁ ଚାକିରି ଏବଂ ସେଠାରୁ ଆସୁଥିବା ଦରମା ମୋଟେ ପସନ୍ଦ କରୁ ନଥିଲା। ତେଣୁ ସେ କିଛି ବର୍ଷ ଚାକିରୀ କଲାପରେ ଚାକିରୀ ଛାଡି ଗୋଟିଏ ବଡ ରକ କିଛି କରିବ ବୋଲି ଭାବିଲା। ତେଣୁ ସେ ନିଜ ଦରମା ଟଙ୍କାରେ ବାଡିରେ ଗୋଟିଏ ପୋଖରୀ ଖୋଳିଲା, ଏବଂ ତା ଉପରେ ଆଧୁନିକ ଉପାୟରେ ଚାଷ କଲା । ଚାଷ ଟା ଥିଲା ଏମିତି ଭାବରେ . . . .                   ପୋଖରୀ ଜଳରେ ମାଛ, ଗେଣ୍ଡା, କଙ୍କଡା, କଇଁଚ,କୁଚିଆ,ଆଜ...

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର

ଚୀନ୍‌-ପାକିସ୍ତାନ ସୀମାକୁ ଅଭେଦ୍ୟ ରଖିବା ପାଇଁ ବାୟୁ ସେନା କିଣିବାକୁ ଯାଉଛି ୬ଟି ନେତ୍ରା-୧ ବିମାନ, ଜାଣନ୍ତୁ କ'ଣ ରହିଛି ଖାସ ଖବର ଭାରତର ବାୟୁସେନା ଚୀନ୍ -ପାକିସ୍ଥାନ ସୀମାର ସୁରକ୍ଷା କୁ ଅଭେଦ୍ୟ କରିବା ପାଇଁ ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।                                          ନେତ୍ର -୧ ବାୟୁବାହୀ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ଭାବରେ କାର୍ଯ୍ୟ କରେ। ଏହାକୁ ଆକାଶର ଆଖି ବୋଲି କୁହାଯାଏ । ଏହା ଆକାଶରେ ପକ୍ଷୀ ଭଳି ଚକର କାଟୁଥାଏ । ସୀମା ଭିତରକୁ ଆଶୁଥିବା ଶତୃ ପକ୍ଷର ବିମାନ -ଡ୍ରନ୍ -କ୍ଷେପଣାସ୍ତ୍ର ଇତ୍ୟାଦି ର ଗତି ପଥକୁ ଟ୍ରାକ୍ କରି ବାୟୁସେନାର କଣ୍ଟ୍ରୋଲ ସେଣ୍ଟର୍ ଗୁଡିକକୁ ସୂଚନା ଦେଇଥାଏ। ନେତ୍ର-୧ ହେଉଛି ସ୍ୱଦେଶୀ AEW ଏବଂ C ବିମାନ। ଏହାକୁ DRDO ଦ୍ୱାରା ବିକଶିତ କରାଯାଇଛି। ଏପର୍ଯ୍ୟନ୍ତ ଦୁଇଟି ନେତ୍ର ବିମାନ ବାୟୁସେନା ଦ୍ୱାରା ବ୍ୟବହୃତ ହେଉଛି। ଆଉରି ୬ଟି ନୂତନ ନେତ୍ର -୧ ଏୟାରବୋର୍ନ ଆର୍ଲି ଚେତାବନୀ ଏବଂ ନିୟନ୍ତ୍ରଣ (AEW & C) ବିମାନ କିଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛି।     ...

୨୦୨୪ ରେ BJP ର EVM ଘୋଟାଲା କରି ୪୦୦+ ଆସନ ଆଣିବ,

               ଦିଲ୍ଲୀ,ଜାନୁୟାରୀ ୩୧/୨୦୨୪,ବୁଧବାର ଦିନ ଦିଲ୍ଲୀ ରେ ଯନ୍ତ୍ର- ମନ୍ତ୍ର ଠାରେ EVM ବିରୋଧି ଐତିହାସିକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। BAMCEF ସଙ୍ଗଠନ ର ବାମନ ମେଶ୍ରାମ୍ ଶାହାବଙ୍କ ନେତୃତ୍ବରେ ନିର୍ବାଚନ ଆୟୋଗ ଙ୍କୁ ଘେରାଉ କରି ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ BAMCEF ର ବିଭିନ୍ନ ସାମାଜିକ ସଙ୍ଗଠନ ଓ BMP(ବହୁଜନ ମୁକ୍ତି ପାର୍ଟି) ନେତୃତ୍ଵରେ RPM(ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା) ମେଣ୍ଟ ର ଲକ୍ଷ- ଲକ୍ଷ ଜନତା ଆନ୍ଦଳନରେ ସାମିଲ ହୋଇ EVM ବିରୋଧି ନାରାବାଜି କରିଥିଲେ। ସେମାନଙ୍କ କହିବା କଥା ହେଲା.          ଆମ ଠାରୁ ଅତି ଆଧୁନିକ Technology ଥିବା ବଡ ବଡ ଦେଶ ମାନଙ୍କରେ EVM Banned ହୋଇ Ballot Paper ରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ହେଉଛି 'କାରଣ EVM ଏକ ବୈଦ୍ୟୁତିକ ଯନ୍ତ୍ର ହୋଇଥିବାରୁ ଏହାର Result କୁ ସହଜରେ ପରିବର୍ତ୍ତନ କରାଯାଇପାରେ, ତେଣୁ ଏହା ଦେଶ ପାଇଁ ଅସୁରକ୍ଷିତ ଅଟେ। ତାହା ୧୦୦% ପ୍ରମାଣିତ ହୋଇଛି। କିନ୍ତୁ ଆମ ଦେଶର ନିର୍ବାଚନ କମିଶନ ଓ କୋର୍ଟ   ଏହାକୁ ଅଶୀକାର କରୁଛି, EVM କୁ ୧୦୦% ସୁରକ୍ଷିତ ବୋଲି ଦାବୀ କରୁଛି....ଯାହାକି ହାସ୍ୟାସ୍ପଦ ।  ଏବଂ  EVM ତିଆରୀ କରୁଥିବା Company ର Director ପଦବୀରେ ଶାସକ ଦଳ ର ଲୋକ ...

ସମାଜରୁ ଦାରିଦ୍ର୍ୟ ଦୂର କରିବା ପାଇଁ କଣ କରାଯାଇପାରିବ ?

ଦାରିଦ୍ର୍ୟ ଦୂରୀକରଣ ଏକ ଜଟିଳ ଏବଂ ବହୁମୁଖୀ ଆହ୍ବାନ ଯାହା ଏକ ବିସ୍ତୃତ ଆଭିମୁଖ୍ୟ ଆବଶ୍ୟକ କରେ | ଦାରିଦ୍ର୍ୟର ମୁକାବିଲା ପାଇଁ ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ କାରଣଗୁଡିକ ଦ୍ୱାରା ମୁକାବିଲା କରାଯାଏ | ଏଠାରେ କେତେକ କାରଣ ଉପସ୍ଥାପନ କରିବା ଯାହା ଦାରିଦ୍ର୍ୟ ଦୂରୀକରଣରେ ପାଇଁ ସହାୟକ ହୋଇପାରେ: ଶିକ୍ଷା ଏବଂ ଦକ୍ଷତା ବିକାଶ:  ଦାରିଦ୍ର୍ୟର ଚକ୍ର ଭାଙ୍ଗିବା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉପକରଣ | ଗୁଣାତ୍ମକ ଶିକ୍ଷାରେ ବିନିଯୋଗ, ବିଶେଷକରି ଦଳିତ ସମ୍ପ୍ରଦାୟ ପାଇଁ, ଦକ୍ଷତା ଏବଂ ନିଯୁକ୍ତି ବୃଦ୍ଧି କରିବା ସହିତ, ସମସ୍ତ କ୍ଷେତ୍ରରେ ଉତ୍ତମ ସୁଯୋଗ ସୃଷ୍ଟି କରିବା। ନିଯୁକ୍ତି ସୁଯୋଗ:  ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ର ମାଧ୍ୟମରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏଥିରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସ୍ଥାପନ କରିବା, ଉଦ୍ୟୋଗୀତା ବୃଦ୍ଧି ଏବଂ ନ୍ୟାୟଯୁକ୍ତ ଶ୍ରମ ଅଭ୍ୟାସ ନିଶ୍ଚିତ କରିବା ଉଚିତ୍। ସାମାଜିକ ନିରାପତ୍ତା ପଦ୍ଧତି:  ରୋଜଗାର ସୁବିଧା, ସ୍ୱାସ୍ଥ୍ୟସେବା ଏବଂ ମୌଳିକ ଆୟ କାର୍ଯ୍ୟକ୍ରମ ଭଳି ସାମାଜିକ ନିରାପତ୍ତା ପଦ୍ଧତି ପ୍ରତିଷ୍ଠା କରିବା ଅର୍ଥନୈତିକ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଘେରା ଯୋଗାଇଥାଏ | ଲିଙ୍ଗଗତ ସମାନତା:  ଦାରିଦ୍ର୍ୟ ହ୍ରାସ ପାଇଁ ମହିଳାମାନଙ୍କୁ ଆର୍ଥିକ ...