Skip to main content

Posts

ଓଡ଼ିଆ ଟ୍ରେଣ୍ଡ

ଓଡ଼ିଶା ଶାସନ ର କ୍ଷେମତା ପରିବର୍ତ୍ତନ ନା ହସ୍ତାନ୍ତରl

ନବୀନ ପଟ୍ଟନାୟକଙ୍କ ର ଦୀର୍ଘ ୨୪ ବର୍ଷର ଶାସନର ଅନ୍ତ ଘଟିଛି,୨୦୨୪ ନିର୍ବାଚନ ରେ BJD କୁ BJP ଶୋଚନୀୟ ଭାବରେ ପରାସ୍ତ କରି ଓଡ଼ିଶାରେ BJP ଏକାକୀ 81 ଟି ବିଧାୟକ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଛି । BJP ନେତୃତ୍ୱ ରେ NDA ମେଣ୍ଟ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ, ଓଡ଼ିଶାରେ ଏକାକୀ ସରକାର ଗଠନ କରି Double Engine ର ମୋହର ମାରିଛି।୨୦୧୯ ବିଧାନସଭା ନିର୍ବାଚନରେ BJD ଏକୁଟିଆ ୧୧୨ ସିଟ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । କିନ୍ତୁ ୨୦୨୪ ନିର୍ବାଚରେ ଏମିତି କଣ ହେଲା ଯେ BJD ପୂରା ପୁରି ମାଟି କାମୁଡିଲା, ଏମିତିକି BJP ର ଏମିତି କେଉଁ ଲହର ଓଡ଼ିଶାରେ ଖେଳିଗଲା ଯେ ଏକାଥରେ ୮୧ ସିଟ ଦଖଲ କରି ପକାଇଲା। କାଇଁ ଦେଶ ସ୍ତର ରେ ତ ସେହି ଲହର କାମ କଲା ନାହିଁ, ଅତି କଷ୍ଟ ମଷ୍ଟରେ ମାତ୍ର ୨୪୦ ସିଟ ହିଁ ଆଶି ପାରିଲା, ନରେନ୍ଦ୍ର ମୋଦୀ ତ ହାରୁ ହାରୁ ଜିତି ଗଲେ, କେନ୍ଦ୍ରରେ ସଂଖ୍ୟା ଗରିଷ୍ଟତା ପଛରେ ପଡ଼ିଗଲେ,ଶେଷରେ ନିତିଶ ଏବଂ ଚନ୍ଦ୍ର ବାବୁ ନାଇଡୁ ର ସାହାରା ରେ ଯାହା ତାହା କରି ସରକାର ଗଠନ କଲେ, ତାହା ବି ଅଧିକ ଦିନ validity ରହିବ ବୋଲି ଜଣାପଡୁ ନାହିଁ, ଏମିତି ହେଲା କେମିତି ? ୨୦୨୪ ରେ EVM ର ଖେଳା ହୋଇଛି କି ନା ସେମିତି କିଛି ନୂହେଁ, ଯଦି କିଛି ନୂହେଁ, ତେବେ ନିର୍ବାଚନ ଅଧିକାରୀମାନେ voting % ଘୋଷଣା ରେ ବାରମ୍ଵାର ପରିବର୍ତ୍ତନ କରୁଥିଲେ କାହିଁକି ? Q. ନବୀନ...
Recent posts

ଚାପଗ୍ରସ୍ତ ନ୍ୟାୟଳୟ EVM ରାୟ ରେ ଗୋଳମାଳ

ଚାପଗ୍ରସ୍ତ ନ୍ୟାୟଳୟ EVM ରାୟ ରେ ଗୋଳମାଳ , ବିଦେଶରେ EVM Scame Machine ହୋଇଥିବା ବେଳେ , ଭାରତରେ EVM Washing Machine ...? ହେଲା କେମିତି ... 1960 ରେ EVM ର ସୃଷ୍ଟି ଜାପାନ ରେ ହୋଇଥିଲା, ସେହି EVM ମାଧ୍ୟମରେ ହିଁ ଜାପାନ ସମତେ ବିଦେଶ ଦେଶମାନଙ୍କରେ ନିର୍ବାଚନ ଅନୁଷ୍ଠିତ ହେଉଥିଲା। ପରେ EVM ବିରୋଧ ରେ ଲୋକଙ୍କ ଅଭିଯୋଗ Court ମାନଙ୍କରେ ରୁଜୁ ହେବାକୁ ଲାଗିଲା। ସେଠାକାର Court ଗୁଡିକ EVM ସପକ୍ଷ ଏବଂ ବିପକ୍ଷ ର ତର୍କ ବିତର୍କ ପରେ, ରାୟ ଦେଇଥିଲେ : - EVM ୧୦୦% ଅସୁରକ୍ଷିତ ଅଟେ,ତେଣୁ EVM କୁ ପୂରା ପୂରି ବ୍ୟାନ୍ କରାଗଲା, ଯେକୌଣସି Machine ଦ୍ୱାରା କେବେ ବି Free-Fair and Transfarency ଅର୍ଥାତ୍ (ଘୋଟାଲା ମୁକ୍ତ-ନିଷ୍ପକ୍ଷତା-ପାରଦର୍ଶିତା) ନିର୍ବାଚନ ହୋଇପାରିବ ନାହିଁ। କିନ୍ତୁ ସେହି EVM କୁ ଆମ ଦେଶର Supreme Court 100% Save ବୋଲି ଘୋଷଣା କରି, ଲୋକଙ୍କ ସଂନ୍ଦେହ ଘେରକୁ ଆସିଛନ୍ତି,ଆଗକୁ ବୋଧେ ରାଜ୍ୟପାଳ କିମ୍ବା ରାଜ୍ୟସଭା ପଦବୀ ମିଳିବାର Offer ରହିଛି, ୧୯୮୨ ମସିହାରେ ଭାରତ ର କେରଳ ରାଜ୍ୟରେ ପ୍ରଥମେ EVM Machine ର ପ୍ରୟୋଗ କରାଯାଇ ଥିଲା, ସେବେଠାରୁ EVM ବିରୋଧରେ ଆନ୍ଦୋଳନ ଏବଂ ବିଭିନ୍ନ ମାମଲା ମାନ କୋର୍ଟ ରେ ରୁଜୁ ହେବାକୁ ଲାଗିଥିଲା। ସେହି ମାମଲା ଗୁଡିକ କୋର୍ଟ ଖାରଜ କରିଥିଲେ, ତାପରେ ବି ଲାଗ ଲାଗ EVM ବିରୋଧି ମାମଲା ଗୁଡିକ ପୁଣ...